Category: fiction
-
ପରାଧୀନା
କାହାଣୀ ର ଶୀର୍ଷକ-:”ପରାଧୀନା” ଆଲୋ ଏ ପୋଡାମୁହିଁ !କୁଆଡେ ଖାଲି ବାହାରି ଯାଉଛୁ !ଆଜିକାଲି ଯୋଉ ସମୟ ହେଲାଣି,ଝୁଅ ପିଲାଟେ ତତେ ଟିକେ ଡର ଭୟ ନାହିଁ ଚାରିଆଡ଼ ନାରୀ ଦୁଷ୍କର୍ମ ,ନିର୍ଯାତନା ,,ଆଉ ଅପହରଣ ରେ ତୁ ଖାଲି ବାହାର କୁ ଯାଉଥା,,ମତେ ତ ଭାରି ଡର ମାଡୁଛି ।ଆଲୋ ତୋ କାନ କୁ ଶୁଭୁଚି ଟି ମୋ କଥା ଗୁଡିକ, କଥା ଟିକେ ମାନେ ମୋର ଏତେ ରାତି ହେଲାଣି କାହିଁକି??ଯାଉଛୁ ସେ ପାଠପଢ଼ା…