Tag: #family
-
ପ୍ରଥମ ପ୍ରେମ
ପ୍ରଥମପ୍ରେମ ✍️ଗୀତାଞ୍ଜଳୀ ପୂଜାପଣ୍ଡା ସୁହାନି ଆଜି ନ ଖାଇ ଟିକେ ମିଲକ ସେକ ପିଇ ସ୍କୁଲ କୁ ଯାଇଛି। ଆସିଲେ ଖାଇବାକୁ ମାଗିବ ଭାବି ମିନା ତରତର ହୋଇ ରୋଷେଇ ଘର କୁ ବାହାରି ପଡିଲେ । ପ୍ରିୟ ସ୍ୱାମୀଙ୍କର କଥା ମନେ ପଡିଲା ଆରେ ଆଶିଷ ତ ଏ ଯାଏଁ ବେଡ଼ରୁମ ରୁ ବାହାରି ନାହାନ୍ତି ଆଜି ଉଠିବେନି ନା କଣ ?? ଯାଏ ତାଙ୍କୁ ଉଠାଏ ଭାବି ରୁମ ଆଡ଼କୁ ଗଲା ବେଳ କୁ ପ୍ରିୟ…